Transcript · Odia → English
Discussion on Odia Culture and Cinema
I'm surprised at what's happened to Odia people.
I'm not saying you shouldn't do things from outside. But you
follow outsiders a little too much, don't you?
Caught up in trends, holding two sticks, Odia
people are doing dandiya. Even Gujaratis don't do it this much,
even though dandiya and garba are their culture.
In Odisha, it's Puja, sir, not Pujo. In Odisha,
it's not Navratri, it's Shola Puja, sir. Odisha's
people take pride in not speaking Odia.
Saying, "I don't watch Odia films," becomes their trend.
Odia people should be a little ashamed. Their own
culture and their own language should be loved a little more.
You'll see Bengalis wearing white-and-red saris. Odia
people see them and wear white-and-red saris and have started applying sindoor.
We don't like our own things, but other
neighboring people's whatever
End of transcript · 141 words · machine translated
Original transcript (Odia)
ମତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡ଼ିଆ ଲୋକଙ୍କୁ ହେଇଛି କ'ଣ? ମୁଁ କହୁନି ଯେ ବାହାର ଜିନିଷ କର ନାହିଁ ବୋଲି। କିନ୍ତୁ ଆପଣମାନେ ଟିକେ ଅଧିକ ବାହାର ଲୋକଙ୍କୁ follow କରୁନାହାନ୍ତି ତ? trending ରେ ମାତିକିରି ଦିଟା ବାଡ଼ି ଧରିକିରି ଓଡ଼ିଆ ଲୋକ ଦାଣ୍ଡିଆ କରି ଚାଲିଛନ୍ତି। ଗୁଜରାଟର ଲୋକମାନେ ବି ଏତେ
ଦାଣ୍ଡିଆ କରୁନାହାନ୍ତି, ଯାହାଙ୍କ culture ଦାଣ୍ଡିଆ ଆଉ ଗରବା। ଓଡ଼ିଶାରେ ପୂଜା ଆଜ୍ଞା ପୂଜୋ ନୁହେଁ। ଓଡ଼ିଶାରେ ନବରାତ୍ରି ନୁହେଁ, ଷୋଳପୂଜା ଆଜ୍ଞା। ଓଡ଼ିଶାର ଲୋକମାନେ ଓଡ଼ିଆ ନ କହିବାକୁ ଗର୍ବ ଅନୁଭବ କରନ୍ତି। ଓଡ଼ିଆ ସିନେମା ମୁଁ ଦେଖେନି କହିବା ତାଙ୍କର trend ରେ
ଯାଏ। ଓଡ଼ିଆ ଲୋକ ଟିକେ ଲାଜ କରନ୍ତୁ। ନିଜ culture ଏବଂ ନିଜର କଥାକୁ ଟିକେ ଭଲପାଆନ୍ତୁ। ବଙ୍ଗାଳୀମାନେ ଦେଖିବେ ଧଳା ନାଲି ଶାଢ଼ୀ ପିନ୍ଧନ୍ତି। ଓଡ଼ିଆ ଲୋକମାନେ ତାଙ୍କୁ ଦେଖିକିରି ଧଳା ନାଲି ଶାଢ଼ୀ ପିନ୍ଧିକିରି ସିନ୍ଦୂର ଲଗାଲଗି ହେଲେଣି। ଆମକୁ ଆମ ଜିନିଷ ଭଲ ଲାଗେନି, ପର
ପଡ଼ିଶା ଲୋକ ଯାହା