Discussion on Odia Culture and Cinema
ମତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡ଼ିଆ ଲୋକଙ୍କୁ ହେଇଛି କ'ଣ?
ମୁଁ କହୁନି ଯେ ବାହାର ଜିନିଷ କର ନାହିଁ ବୋଲି। କିନ୍ତୁ ଆପଣମାନେ
ଟିକେ ଅଧିକ ବାହାର ଲୋକଙ୍କୁ follow କରୁନାହାନ୍ତି ତ?
trending ରେ ମାତିକିରି ଦିଟା ବାଡ଼ି ଧରିକିରି ଓଡ଼ିଆ
ଲୋକ ଦାଣ୍ଡିଆ କରି ଚାଲିଛନ୍ତି। ଗୁଜରାଟର ଲୋକମାନେ ବି ଏତେ
ଦାଣ୍ଡିଆ କରୁନାହାନ୍ତି, ଯାହାଙ୍କ culture ଦାଣ୍ଡିଆ ଆଉ ଗରବା।
ଓଡ଼ିଶାରେ ପୂଜା ଆଜ୍ଞା ପୂଜୋ ନୁହେଁ। ଓଡ଼ିଶାରେ
ନବରାତ୍ରି ନୁହେଁ, ଷୋଳପୂଜା ଆଜ୍ଞା। ଓଡ଼ିଶାର
ଲୋକମାନେ ଓଡ଼ିଆ ନ କହିବାକୁ ଗର୍ବ ଅନୁଭବ କରନ୍ତି।
ଓଡ଼ିଆ ସିନେମା ମୁଁ ଦେଖେନି କହିବା ତାଙ୍କର trend ରେ
ଯାଏ। ଓଡ଼ିଆ ଲୋକ ଟିକେ ଲାଜ କରନ୍ତୁ। ନିଜ
culture ଏବଂ ନିଜର କଥାକୁ ଟିକେ ଭଲପାଆନ୍ତୁ।
ବଙ୍ଗାଳୀମାନେ ଦେଖିବେ ଧଳା ନାଲି ଶାଢ଼ୀ ପିନ୍ଧନ୍ତି। ଓଡ଼ିଆ
ଲୋକମାନେ ତାଙ୍କୁ ଦେଖିକିରି ଧଳା ନାଲି ଶାଢ଼ୀ ପିନ୍ଧିକିରି ସିନ୍ଦୂର ଲଗାଲଗି
ହେଲେଣି। ଆମକୁ ଆମ ଜିନିଷ ଭଲ ଲାଗେନି, ପର
ପଡ଼ିଶା ଲୋକ ଯାହା
End of transcript · 113 words